୨୪ ବର୍ଷର ଦୁର୍ନୀତି ଓ ଗିରଫରୁ ବର୍ତ୍ତିବା ପାଇଁ ବିଜେପି ସହ ଚୁକ୍ତି କରିଛି ବିଜେଡି: ସୋଫିଆ ଫିରଦୌସ

ବାରବାଟୀ-କଟକ ବିଧାୟକ ତଥା କଂଗ୍ରେସ ବିଧାୟକ ସୋଫିଆ ଫିରଦୌସ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ପରୋକ୍ଷରେ ଓ୍ଵାକଫ୍‍ ବିଲ୍‍କୁ ସମର୍ଥନ କରିବା ସହ ଟାଳଟୁଳ ମନ୍ତବ୍ୟ ଦେଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରିବା ପରେ ଓଡ଼ିଶାରେ ରାଜନୀତି ସରଗରମ ହୋଇଛି। ପୂର୍ବରୁ ସାରାଦେଶରେ ଜୋରଦାର ଚର୍ଚ୍ଚା ସୃଷ୍ଟି କରିଥିବା ଓ୍ଵାକଫ୍ ବିଲ୍ ଏବେ ଓଡ଼ିଶାରେ ମଧ୍ୟ ରାଜନୈତିକ ଝଡ଼ ସୃଷ୍ଟି କରିଛି। କଂଗ୍ରେସ ବିଧାୟକଙ୍କ ଅଭିଯୋଗ ବିଜେଡି ସାଂସଦ ସସ୍ମିତ ପାତ୍ର … Continue reading ୨୪ ବର୍ଷର ଦୁର୍ନୀତି ଓ ଗିରଫରୁ ବର୍ତ୍ତିବା ପାଇଁ ବିଜେପି ସହ ଚୁକ୍ତି କରିଛି ବିଜେଡି: ସୋଫିଆ ଫିରଦୌସ