BJD Downfall process speeds up ।। ଜୋର୍‍ ଧରିଲା ବିଜେଡିର ବିଲୟ ପ୍ରକ୍ରିୟା

ଯାହା ଭୟ ଥିଲା ତହାହିଁ ହେଉଛି। ଅର୍ଥାତ୍‍ ପାଣ୍ଡିଆନ ବିରୋଧୀ ନେତାମାନଙ୍କୁ ବିଜେଡିରୁ ପର୍ଯ୍ୟାୟକ୍ରମେ ବିଦା କରାଯିବ ବୋଲି ରାଜନୀତିକ ମହଲରେ ଯେଉଁ ଆଲୋଚନା ହେଉଥିଲା ତାହା ଏବେ ସତ୍ୟରେ ପରିଣତ ହୋଇଛି। ଓଡ଼ିଶାର ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ, ରାଜ୍ୟର ସବୁଠାରୁ ପ୍ରଭାବଶାଳୀ ଏବଂ ସ୍ଥିର ରାଜନୈତିକ ଶକ୍ତି ଭାବରେ ଦେଖାଯାଉଥିବା ବିଜୁ ଜନତା ଦଳ (ବିଜେଡି) ଅନିଶ୍ଚିତତା ଏବଂ ଅସ୍ଥିରତାର ଏକ ପର୍ଯ୍ୟାୟରେ ପ୍ରବେଶ କରୁଥିବା ପରି ମନେ ହେଉଛି। ସାମ୍ପ୍ରତିକ ଘଟଣାକ୍ରମ ସୂଚାଇ ଦେଉଛି … Continue reading BJD Downfall process speeds up ।। ଜୋର୍‍ ଧରିଲା ବିଜେଡିର ବିଲୟ ପ୍ରକ୍ରିୟା