BJD: Directionless party, ineffective politics ।। ବିଜେଡି : ଦିଗହୀନ ଦଳ, ପ୍ରଭାବହୀନ ରାଜନୀତି

ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ତୃଣମୂଳସ୍ତରରେ ସକ୍ରିୟ ହୋଇପାରୁନି। ଅଧିକାଂଶ ଜିଲାରେ ସଭାପତିଙ୍କଠାରୁ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଘୋଷଣା ସରିଥିଲେ ମଧ୍ୟ ଦଳ ଡବଲ ଇଞ୍ଜିନ ସରକାରକୁ ପ୍ରଭାବଶାଳୀ ଢଙ୍ଗରେ ନିଶାଣ କରିପାରୁନି। ବିଜେଡିର ପ୍ରମୁଖ ରାଜ୍ୟସ୍ତରୀୟ ନେତା ଭୁବନେଶ୍ବରରେ ଶଙ୍ଖ ଭବନ ଓ ନବୀନ ନିବାସ ମଧ୍ୟରେ ସୀମିତ ରହୁଛନ୍ତି। ମଇଦାନରେ ବିଶେ‌ଷ ନଜର ଆସୁନାହାନ୍ତି। ଶଙ୍ଖ ଭବନରେ ବୈଠକ ଓ ସାମ୍ବାଦିକ ସମ୍ମିଳନୀ କରି କାମ ସାରି ଦେଉଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକ … Continue reading BJD: Directionless party, ineffective politics ।। ବିଜେଡି : ଦିଗହୀନ ଦଳ, ପ୍ରଭାବହୀନ ରାଜନୀତି