ବିଜେଡିକୁ ଭକ୍ତଙ୍କ ତାତ୍ସଲ୍ୟ; ଜାଣିଶୁଣି ୨୦ଟି ଲୋକସଭା ଆସନ ବିଜେପିକୁ ଦେଇଛି
ବିଜେଡି-କଂଗ୍ରେସ ଭିତରେ ଆଗାମୀ ଦିନରେ ମେଣ୍ଟ ସମ୍ପର୍କ ଆଲୋଚନା ଭିତରେ ପିସିସି ସଭାପତି ଭକ୍ତ ଦାସ ଗତ ନିର୍ବାଚନରେ ବିଜେପି ସଫଳତାର ଶ୍ରେୟ ବିଜେଡିକୁ ଦେଇଛନ୍ତି। ସେ କହିଛନ୍ତି, ନବୀନଙ୍କ ନେତୃତ୍ୱାଧୀନ ବିଜେଡି ଓଡ଼ିଶାରେ ବିଜେପି ସହିତ ଲୁଚାଛପାରେ ରହିଛି। ରାଜ୍ୟରେ ବିଜେପି ସହ ବିଜେଡି ଘନିଷ୍ଠ ସମ୍ପର୍କ ବଜାୟ ରଖିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଆଞ୍ଚଳିକ ଦଳ ବିରୋଧୀ ଗୋଷ୍ଠୀର ନିକଟତର ହେଉଛି କି ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଛନ୍ତି, ଉଭୟ … Continue reading ବିଜେଡିକୁ ଭକ୍ତଙ୍କ ତାତ୍ସଲ୍ୟ; ଜାଣିଶୁଣି ୨୦ଟି ଲୋକସଭା ଆସନ ବିଜେପିକୁ ଦେଇଛି
Copy and paste this URL into your WordPress site to embed
Copy and paste this code into your site to embed