ବିଜେଡିରେ ବଢ଼ୁଛି ବିବାଦ, କଟକଣା ଜାରି କଲେ ନବୀନ ପଟ୍ଟନାୟକ

୨୦୨୪ ନିର୍ବାଚନ ପରାଜୟ ପରଠାରୁ ନିଜ ଦଳକୁ ଏକାଠି ରଖିବା ପାଇଁ ସଂଘର୍ଷ କରୁଥିବା ବିଜେଡିରେ ଥିବା ଫାଟ ଓ୍ଵାକଫ୍‍ (ସଂଶୋଧନ) ବିଲ୍ ଉପରେ ମତଦାନକୁ ନେଇ ବଢ଼ିବା ସହିତ ଦଳରେ ଉପୁଜିଥିବା ବିବାଦ ଏବେ ସାମ୍ନାକୁ ଆସିଛି। ନେତାମାନେ ଦେଉଥିବା ପରସ୍ପର ବିରୋଧି ମନ୍ତବ୍ୟ ଉପରେ ଏବେ କଟକଣା ଜାରି କରାଯାଇଥିବା କୁହାଯାଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଣମାଧ୍ୟମରେ ବୟାନ ନ ଦେବାକୁ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର ଏହି ପ୍ରସଙ୍ଗରେ ଦଳୀୟ … Continue reading ବିଜେଡିରେ ବଢ଼ୁଛି ବିବାଦ, କଟକଣା ଜାରି କଲେ ନବୀନ ପଟ୍ଟନାୟକ