BJD Abstains From Vice Presidential election: It’s Political Suicide Says Tathagata Satpathy ।। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ନିବୃତ୍ତ: ‘ରାଜନୈତିକ ଆତ୍ମହତ୍ୟା’!

ମଙ୍ଗଳବାର ସରିଛି ଉପରାଷ୍ଟ୍ରପତି ନିର୍ବାଚନ ଆଉ ଏଥିରୁ ଦୂରେଇ ରହିଛି ବିଜେଡ଼ି । ​​ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ (BJD) ଭୋଟ ଦେବାରୁ ଦୂରେଇ ରହିବା ନିଷ୍ପତ୍ତିକୁ ପୂର୍ବତନ ସାଂସଦ ତଥାଗତ ସତପଥୀ “ରାଜନୈତିକ ଆତ୍ମହତ୍ୟା” ଭାବରେ ବର୍ଣ୍ଣନା କରିଛନ୍ତି। ତଥାଗତ ସତପଥୀ ସୋସିଆଲ ମଡିଆ ଏକ୍ସରେ ବିଜେଡ଼ିକୁ ସମଲୋଚନା କରି ଲେଖିଛନ୍ତି, “ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ ନ ଦେବା ନିଷ୍ପତ୍ତି ନେଇ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡ଼ି) ଏହାର ସମ୍ପୂର୍ଣ୍ଣ … Continue reading BJD Abstains From Vice Presidential election: It’s Political Suicide Says Tathagata Satpathy ।। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ନିବୃତ୍ତ: ‘ରାଜନୈତିକ ଆତ୍ମହତ୍ୟା’!