BJD, AAP and regional parties: ନିକଟରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ପରାଜୟ ଭାରତରେ ଆଞ୍ଚଳିକ ଦଳମାନଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ନିର୍ବାଚନ ହାରିବା ପରେ ବିଜେଡି କହିଛି ଯେ, ଆମ ଆଦମୀ ପାର୍ଟିର ସାମ୍ପ୍ରତିକ ପରାଜୟ ଓଡ଼ିଶାର ରାଜନୈତିକ ଦୃଶ୍ୟପଟକୁ କୌଣସି ପ୍ରକାରେ ପ୍ରଭାବିତ କରିବ ନାହିଁ। ବିଜେଡିର ସମନ୍ୱୟ ଏବଂ କାର୍ଯ୍ୟନ୍ଵୟନ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଗୁରୁତ୍ୱାରୋପ … Continue reading ବିଜେଡ଼ି, ଆପ ଓ ଆଞ୍ଚଳିକ ଦଳ
Copy and paste this URL into your WordPress site to embed
Copy and paste this code into your site to embed