ରଜ୍ୟରେ ବିଚିତ୍ର ସ୍ଥିତି; ବୃହତ୍‍ ଶିଳ୍ପ ପାଇଁ ଏମଓୟୁ, ଅପର ପକ୍ଷରେ ହଜାରେରୁ ଅଧିକ ଏମଏସଏମଇ ବନ୍ଦ

MSME: ପ୍ରତିଷ୍ଠା ହୋଇଥିବା କ୍ଷୁଦ୍ର ଶିଳ୍ପସଂସ୍ଥା ମଧ୍ୟରୁ ସାଢ଼େ ୩ହଜାର ଶିଳ୍ପସଂସ୍ଥା କାର୍ଯ୍ୟକ୍ଷମ ଥିବାବେଳେ ହଜାରେରୁ ଅଧିକ ବନ୍ଦ ହୋଇଗଲାଣି। ୪ଶହରୁ ଅଧିକ ଶିଳ୍ପସଂସ୍ଥା ସେମାନଙ୍କୁ ଲିଜ୍‍ ସୂତ୍ରରେ ମିଳିଥିବା ଜମିକୁ ଅନ୍ୟ ଅଣଶିଳ୍ପ କାର୍ଯ୍ୟରେ ବ୍ୟବହାର କରିଛନ୍ତି। ରାଜ୍ୟର ଆର୍ଥିକ ସ୍ଥିତିକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଅନୁକୂଳ ବାତାବରଣ ସୃଷ୍ଟି କରୁଛନ୍ତି। ଏଥିପାଇଁ ଅଗ୍ରାଧିକାର ଭିତ୍ତିରେ ଉତ୍କର୍ଷ ଓଡ଼ିଶା ମେଳା ମାଧ୍ୟମରେ ଏମଓୟୁ କରୁଛନ୍ତି। କିନ୍ତୁ ଏହି … Continue reading ରଜ୍ୟରେ ବିଚିତ୍ର ସ୍ଥିତି; ବୃହତ୍‍ ଶିଳ୍ପ ପାଇଁ ଏମଓୟୁ, ଅପର ପକ୍ଷରେ ହଜାରେରୁ ଅଧିକ ଏମଏସଏମଇ ବନ୍ଦ