ଜନ୍ମଦିନରେ ବିରୋଧୀଙ୍କ ଶୁବେଚ୍ଛା || Birthday wishes from the enemy

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚର୍ଚ୍ଚା: ଜନ୍ମଦିନରେ ଭାଇରାଲ୍ ହେଲା ୪୪୯ ରନ୍‌ର ଦାବି ଭାରତୀୟ ଯୁବ କ୍ରିକେଟର ଏବଂ ବିହାରର ଉଦୀୟମାନ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ତାଙ୍କୁ ନେଇ ବିଭିନ୍ନ ଶୁଭେଚ୍ଛା ବାର୍ତ୍ତା ଏବଂ ପୋଷ୍ଟ ଭାଇରାଲ୍ ହେଉଛି। ଏହା ସହିତ ତାଙ୍କ ନାମରେ ଏକ ଅସାଧାରଣ ବ୍ୟାଟିଂ ପ୍ରଦର୍ଶନ ସମ୍ପର୍କିତ ଦାବି ମଧ୍ୟ ବ୍ୟାପକ ଭାବେ ପ୍ରଚାରିତ ହେଉଛି। ସୋସିଆଲ ମିଡିଆରେ ପ୍ରଚାରିତ ଦାବି … Continue reading ଜନ୍ମଦିନରେ ବିରୋଧୀଙ୍କ ଶୁବେଚ୍ଛା || Birthday wishes from the enemy