Birthday message: I am at Naveen Niwas.।। ଜନ୍ମଦିନର ବାର୍ତ୍ତା: ମୁଁ ନବୀନ ନିବାସରେ ଅଛି!

ପ୍ରାୟ ବର୍ଷକ ତଳେ ବିଜୁ ଜନତା ଦଳ ନିର୍ବାଚନ ହାରିଛି। ଏହାପରେ ୨୦୨୪ ଜୁନ୍‍ ୯ ତାରିଖରେ ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ଏହା ପରଠାରୁ ସେ କେଉଠି ଅଛନ୍ତି, କ’ଣ କରୁଛନ୍ତି ତାହା ନେଇ ବିଜେଡି ନେତା ଓ ଦଳର କର୍ମୀଙ୍କ ମନରେ ଅସୁମାରୀ ପ୍ରଶ୍ନ ଥିଲା। ଏ ପ୍ରଶ୍ନର ଉତ୍ତର ଗତକାଲି ନିଜେ ପାଣ୍ଡିଆନ ତାଙ୍କ ଜନ୍ମଦିନ ଅବସରରେ ଦେଇଛନ୍ତି। ସୂଚନା ଦେଇଛନ୍ତି ଯେ ସେ ନବୀନ ପଟ୍ଟନାୟକ ଓ … Continue reading Birthday message: I am at Naveen Niwas.।। ଜନ୍ମଦିନର ବାର୍ତ୍ତା: ମୁଁ ନବୀନ ନିବାସରେ ଅଛି!