Bills propose removal of PM, chief minister if arrested for 30 days ।। ପ୍ରଧାନମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ… ଗୁରୁତର ମାମଲାରେ ଗିରଫ ହେଲେ ପଦରୁ ବିଦା ହେବେ

ସରକାର ବୁଧବାର ସଂସଦରେ ତିନୋଟି ବିଲ୍ ଆଗତ କରିବାକୁ ଯୋଜନା କରୁଛନ୍ତି ଯାହା ଦ୍ୱାରା ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ଗୁରୁତର ଅପରାଧିକ ଅଭିଯୋଗରେ ଗିରଫ କିମ୍ବା ଅଟକ ରଖାଯାଇଥିଲେ ସେମାନଙ୍କୁ ପଦରୁ ବହିଷ୍କାର କରିବା ପାଇଁ ବ୍ୟବସ୍ଥା କରାଯିବ। ଯଦି କୌଣସି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ୩୦ ଦିନ ପର୍ଯ୍ୟନ୍ତ ହାଜତରେ ରୁହନ୍ତି ତେବେ ତାଙ୍କ ପଦ ଚାଲିଯାଇ ପାରେ ବୋଲି କୁହାଯାଉଛି। ଏହି ୩ … Continue reading Bills propose removal of PM, chief minister if arrested for 30 days ।। ପ୍ରଧାନମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ… ଗୁରୁତର ମାମଲାରେ ଗିରଫ ହେଲେ ପଦରୁ ବିଦା ହେବେ