Billionaires lost there wealth ।। ଧୋଇଗଲା ଧନକୁବେରଙ୍କ ସମ୍ପତ୍ତି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁକ୍ଳ ଛାଟ ମଧ୍ୟରେ ବିଶ୍ବବ୍ୟପୀ ସେୟାର ବଜାରଗୁଡ଼ିକ ଧରାସାୟୀ ଅବସ୍ଥାରେ। ଗତ ସପ୍ତାହର ଅନ୍ତିମ କାରବାର ଦିବସରେ ଆମେରିକା ଷ୍ଟକ୍ ବଜାରରେ ବଡ଼ ପତନ ଦେଖିବାକୁ ମିଳିଥିଲା। ସୋମବାର ଜାପାନ ସମେତ ଅନ୍ୟ ଏସୀୟ ବଜାରଗୁଡ଼ିକ ଧୀମା ରହିଛି । ବିଶ୍ୱର ଶ୍ରେଷ୍ଠ-୧୦ ୧୦୦ ଅରବପତିଙ୍କ ସମ୍ପତ୍ତିରେ ଦେଖିବାକୁ ମିଳିଛି ସୁନାମୀ। ଗତ ୨୪ ଘଣ୍ଟାରେ ଜେଫ୍ ବେଜୋସ୍‌ ସମ୍ପତ୍ତିରେ ୧୭ ବିଲିୟନ ଡଲାରରୁ ଅଧିକ ବା ପାଖାପାଖି ୧.୫ ଲକ୍ଷ … Continue reading Billionaires lost there wealth ।। ଧୋଇଗଲା ଧନକୁବେରଙ୍କ ସମ୍ପତ୍ତି