ବିଜୁ ଜନତା ଦଳ ଛ’ଫାଳ; ନବୀନ ନିଦାବିଷ୍ଣୁ

ଗତ ନିର୍ବାଚନରେ କ୍ଷମତାଚ୍ୟୁତ ହେବା ପରଠାରୁ ବିଜେଡି ଆଉ ଏକ ହୋଇ ନାହିଁ। ଭିନ୍ନ ଭିନ୍ନ ଭାଗ ଓ ଉପଭାଗରେ ଏହାର ବିଭାଜନ ଘଟିଛି। ଯେଉଁ ଦଳ ଦିନେ ରାଷ୍ଟ୍ରୀୟ ରାଜନୀତିର ଏକ ପ୍ରମୁଖ ବିନ୍ଦୁ ଥିଲା ଆଜି ତାହା ଦେଶର ପ୍ରତିଟି ଘଟଣାରେ ଭାଗ ବାଣ୍ଟି ହୋଇଯାଇଥିବା ନଜରକୁ ଆସିଛି। ବିଶେଷକରି ମୁସଲମାନ ତୋଷଣ ନୀତିରେ ବିଜେଡି ନିଜକୁ ତଳିତଳାନ୍ତ କରୁଥିବା ସ୍ପଷ୍ଟ ହେଉଛି। ବିଜେଡିରେ ଏପରି କିଛି ନେତା ଯେଉଁମାନେ ଅତୀତରେ କିମ୍ବା ବର୍ତ୍ତମାନରେ … Continue reading ବିଜୁ ଜନତା ଦଳ ଛ’ଫାଳ; ନବୀନ ନିଦାବିଷ୍ଣୁ