ବିହାର ପାଇଁ ବଜେଟରେ ହାତ ଖୋଲିଦେଲେ ଅର୍ଥମନ୍ତ୍ରୀ

ସଡ଼କ ପ୍ରକଳ୍ପ ପାଇଁ ୨୬୦୦୦ କୋଟି ମଖାନା ବୋର୍ଡ, ପାଟନା ବିମାନ ବନ୍ଦର ସମ୍ପ୍ରସାରଣ ବିହଟା ବ୍ରାଉନଫିଲ୍ଡରେ ନୂଆ ଏୟାରପୋର୍ଟ ନିର୍ବାଚନ ବର୍ଷରେ ବଜେଟରେ ବିହାରକୁ ମିଳିଛି ବଡ ଫାଇଦା ଆସନ୍ତା ନେଭମ୍ବରେର ବିହାରରେ ହେବ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ସାଧାରଣ ବଜେଟ-୨୦୨୫ରେ ବିହାରବାସୀଙ୍କୁ ଖୁସି କରିଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବିହାରବାସୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗଠୁ ଆରମ୍ଭ କରି ଶିକ୍ଷା, ରୋଜଗାର ଓ ସଡ଼କ, ବିମାନ ସୁବିଧାସବୁ ଯୋଗାଇ ଦେବା ପାଇଁ … Continue reading ବିହାର ପାଇଁ ବଜେଟରେ ହାତ ଖୋଲିଦେଲେ ଅର୍ଥମନ୍ତ୍ରୀ