ନୀତିଶ କ୍ୟାବିନେଟରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। କୋଡିଏ ବର୍ଷ ପରେ ନୀତିଶ କୁମାର ଗୃହ ବିଭାଗ ଛାଡି ଦେଇଛନ୍ତି। ଏହି ବିଭାଗ ଏବେ ବିଜେପି ହାତକୁ ଯାଇଛି। ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଗୃହ ବିଭାଗ ସମ୍ଭାଳିବେ। ବିଜେପି ଜେଡିୟୁକୁ ଅର୍ଥ ବିଭାଗ ଦେଇଛି। ବିଜେନ୍ଦ୍ର ଯାଦବ ଏବେ ଶକ୍ତି ବିଭାଗ ସହିତ ଅର୍ଥ ତଦାରଖ କରିବେ। ମଙ୍ଗଳ ପାଣ୍ଡେଙ୍କୁ ପୁଣି ଥରେ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଦିଆଯାଇଛି। ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିବା … Continue reading Bihar Chief Minister resigns from Home Minister post after 20 years || ୨୦ ବର୍ଷ ପରେ ଗୃହମନ୍ତ୍ରୀ ପଦ ଛାଡିଲେ ବିହାର ମୁଖ୍ୟମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed