ଛାତ୍ର ଆନ୍ଦୋଳନର ବଡ଼ ବିଜୟ: CJP ର ଅନଶନ ପ୍ରତ୍ୟାହୃତ, ଛାତ୍ରଛାତ୍ରୀଙ୍କ ସବୁ ଦାବି ମାନିଲେ କେନ୍ଦ୍ର ସରକାର || Big victory of student movement: CJP’s strike called off, central government accepts all demands of students

“ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ତରଳିଲା ବରଫ। NEET ବିବାଦ ଓ ପରୀକ୍ଷା ଦୁର୍ନୀତି ବିରୋଧରେ ଚାଲିଥିବା ଐତିହାସିକ ଆନ୍ଦୋଳନ ସଫଳ। ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରୁ ସମସ୍ତ ପୋଲିସ୍ ମାମଲା ପ୍ରତ୍ୟାହାର ସହ ପରୀକ୍ଷା ସଂସ୍କାର ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି।” ଦେଶବ୍ୟାପୀ NEET-UG ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ଦୁର୍ନୀତି ଏବଂ NTA ର ବିଫଳତା ବିରୋଧରେ ଚାଲିଥିବା ଅଭୂତପୂର୍ବ ଛାତ୍ର ଆନ୍ଦୋଳନ ଶେଷରେ ଏକ ବଡ଼ ସଫଳତା ସହ ଶେଷ ହୋଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ … Continue reading ଛାତ୍ର ଆନ୍ଦୋଳନର ବଡ଼ ବିଜୟ: CJP ର ଅନଶନ ପ୍ରତ୍ୟାହୃତ, ଛାତ୍ରଛାତ୍ରୀଙ୍କ ସବୁ ଦାବି ମାନିଲେ କେନ୍ଦ୍ର ସରକାର || Big victory of student movement: CJP’s strike called off, central government accepts all demands of students