‘କାମାଗ୍ରା’ ନେଇଥିଲା ଶେନ୍ ୱାର୍ଣ୍ଣଙ୍କ ଜୀବନ,ଅଷ୍ଟ୍ରେଲିଆ ଚାପରେ ଥାଇଲାଣ୍ଡ ଲୁଚାଇଥିଲା ସତ !

Shane Warne : ପ୍ରସିଦ୍ଧ କ୍ରିକେଟର ଶେନ୍ ୱାର୍ନଙ୍କ ମୃତ୍ୟୁର ତିନି ବର୍ଷ ପରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ତିନି ବର୍ଷ ପରେ ଜଣେ ପୁଲିସ୍ ଅଧିକାରୀ ଦାବି କରିଛନ୍ତି ଯେ,ଶେନଙ୍କ ହୋଟେଲ ରୁମରେୁ ଏକ ଶକ୍ତିଶାଳୀ ସେକ୍ସ ଡ୍ରଗ୍ର ବୋତଲ ହଟାଇବାକୁ ତାଙ୍କୁ ଆଦେଶ ଦିଆଯାଇଥିଲା, ଯେଉଁଠାରେ ଶେନ୍ ୱାର୍ନଙ୍କ ମୃତ୍ୟୁ ହୋଇଥିଲା। ଶେନ୍ ୱାର୍ନଙ୍କ ମୃତ୍ୟୁ ୨୦୨୨ ମାର୍ଚ୍ଚ ମାସରେ ଥାଇଲ୍ୟାଣ୍ଡର କୋହ୍ ସମୁଇ ଦ୍ୱୀପରେ ‘lads holiday ନାମକ … Continue reading ‘କାମାଗ୍ରା’ ନେଇଥିଲା ଶେନ୍ ୱାର୍ଣ୍ଣଙ୍କ ଜୀବନ,ଅଷ୍ଟ୍ରେଲିଆ ଚାପରେ ଥାଇଲାଣ୍ଡ ଲୁଚାଇଥିଲା ସତ !