ରାଜଧାନୀ ପାଇଁ ବଡ଼ ଯୋଜନା: ମେଟ୍ରୋ, ଫ୍ଲାଏ ଓଭର, ରିଙ୍ଗରୋଡ୍ ପାଇଁ ହେବ ବିପୁଳ ପୁଞ୍ଜିନିବେଶ

Odisha: ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦୂର କରିବା, ଭିତ୍ତିଭୂମିର ବ୍ୟାପକ ଉନ୍ନତି କରଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି ବୋଲି ପୂର୍ତ୍ତ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଜୟଦେବ ବିହାରରୁ ନନ୍ଦନକାନନକୁ ସଂଯୋଗ କରୁଥିବା ଏକ ଏଲିଭେଟେଡ୍ କରିଡର କଳ୍ପନା ଛକ ଓ ମ୍ୟୁଜିୟମ ଛକରେ ଫ୍ଲାଏ ଓଭର ସହ ସଂଯୋଗ କରିବ। ମ୍ୟୁଜିୟମ ରୋଡ୍ରେ ନୂଆ ରୋଡ୍ ଓଭର ବ୍ରିଜ୍ (ଆରଓବି), ଏଜି ଛକରେ ଭୂତଳ ରାସ୍ତା (ସବଓ୍ୱେ) ଏବଂ ଭିତର ଓ ବାହ୍ୟ ରିଂ … Continue reading ରାଜଧାନୀ ପାଇଁ ବଡ଼ ଯୋଜନା: ମେଟ୍ରୋ, ଫ୍ଲାଏ ଓଭର, ରିଙ୍ଗରୋଡ୍ ପାଇଁ ହେବ ବିପୁଳ ପୁଞ୍ଜିନିବେଶ