ସାଧାରଣ ଜନତାଙ୍କ ପାଇଁ ବଡ଼ ଖବର: ଏହି ଦିନ ରହିବ ବ୍ୟାଙ୍କ ବନ୍ଦ

Bank Holiday: ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଖବର। ଚଳିତ ମାସ ୨୬ ତାରିଖ ବୁଧବାର ଦିନ ରହିବ ବ୍ୟାଙ୍କ ଛୁଟି। ମହାଶିବରାତ୍ରି ସନାତନ ଧର୍ମର ଏକ ବଡ଼ ପର୍ବ । ଏହି ଅବସରରେ ସମସ୍ତ ବ୍ୟାଙ୍କ ବନ୍ଦ ବୋଲି ଘୋଷଣା କରାଯାଇଛି । ମୁଖ୍ୟତଃ ସମସ୍ତ ପର୍ବ ଏବଂ ଅନ୍ୟ ପୂଜା ଗୁଡ଼ିକରେ ବ୍ୟାଙ୍କ ବନ୍ଦ ହୋଇଥାଏ । ତେଣୁ ଏହି ଦିନ ମଧ୍ୟ ସମସ୍ତ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏଥିପାଇଁ ଛୁଟି ପୂର୍ବରୁ … Continue reading ସାଧାରଣ ଜନତାଙ୍କ ପାଇଁ ବଡ଼ ଖବର: ଏହି ଦିନ ରହିବ ବ୍ୟାଙ୍କ ବନ୍ଦ