ଓଡ଼ିଶାବାସୀଙ୍କୁ ବଡ଼ ଧୋକା! ମିଛୁଆ ନବୀନ! || Big lie to the people of Odisha! Naveen is lying!

“ଓଡ଼ିଶାର ଲୋକେ ହିଁ ମୋର ଉତ୍ତରାଧିକାରୀ ବାଛିବେ, ମୋ ପରିବାରରୁ କେହି ରାଜନୀତିକୁ ଆସିବେ ନାହିଁ।” — ଥରେ କି ଦୁଇଥର ନୁହେଁ, ବିଗତ ୭ ବର୍ଷ ମଧ୍ୟରେ ୭ରୁ ଅଧିକ ଥର ଓଡ଼ିଶାବାସୀଙ୍କ ସାମ୍ନାରେ ଏହି ବଡ଼ ବୟାନ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କଥା କଥାକେ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କୁ ନିଜର ପରିବାର କହି ଡିଣ୍ଡିମ ପିଟୁଥିବା ନବୀନ ବାବୁ ଶେଷରେ ଓଡ଼ିଶାବାସୀଙ୍କୁ ବଡ଼ ଧୋକା ଦେଇଛନ୍ତି କି? ଓଡ଼ିଶା … Continue reading ଓଡ଼ିଶାବାସୀଙ୍କୁ ବଡ଼ ଧୋକା! ମିଛୁଆ ନବୀନ! || Big lie to the people of Odisha! Naveen is lying!