ମୋଦୀ କ୍ୟାବିନେଟ୍‌ରେ ବଡ଼ ଧମାକା ‘Cabinet Reshuffle’ ନା ‘Reset’! || Big explosion in Modi cabinet ‘Cabinet Reshuffle’ or ‘Reset’!

ଦିଲ୍ଲୀ ରାଜନୈତିକ କରିଡରରେ ଏବେ ଏକ ବଡ଼ ଝଡ଼ର ଆଭାସ ମିଳୁଛି। ପ୍ରତ୍ୟେକଟି ମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ନଜର ଏବେ ନିଜ ଫୋନ୍ ସ୍କ୍ରିନ୍ ଉପରେ, କେତେବେଳେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) କିମ୍ବା ରାଷ୍ଟ୍ରପତି ଭବନରୁ ସେହି ଗୁରୁତ୍ୱପୂର୍ଣ୍ଣ ଫୋନ୍ କଲ୍ ଆସିବ। ଆପଣ ଭାବୁଥିବେ ଏହା ଏକ ସାଧାରଣ କ୍ୟାବିନେଟ୍ ଅଦଳବଦଳ ବା ସମ୍ପ୍ରସାରଣ? କିନ୍ତୁ ବିଶ୍ଳେଷକ ଓ ସୂତ୍ରରୁ ମିଳୁଥିବା ଖବର ଅନୁଯାୟୀ, ଏହା କୌଣସି ସାଧାରଣ Reshuffle ନୁହେଁ, ବରଂ ନରେନ୍ଦ୍ର … Continue reading ମୋଦୀ କ୍ୟାବିନେଟ୍‌ରେ ବଡ଼ ଧମାକା ‘Cabinet Reshuffle’ ନା ‘Reset’! || Big explosion in Modi cabinet ‘Cabinet Reshuffle’ or ‘Reset’!