ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଶିଳ୍ପ ଗଡିବାକୁ ଓ ‘ମେକ୍ ଇନ୍ ଇଣ୍ଡିଆ’ରେ ସ୍ୱଦେଶୀ କମ୍ପାନୀ ମାନଙ୍କୁ ବଡ଼ ଆହ୍ୱାନ || Big challenges for indigenous companies in the defense sector and ‘Make in India’

ଭାରତ ଏବେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ନିଜର ପ୍ରମୁଖ ରଣନୈତିକ ପ୍ରାଥମିକତା କରିସାରିଛି। ସହଯୋଗୀ ରାଷ୍ଟ୍ରମାନଙ୍କ ସହିତ ହେଉଥିବା ପ୍ରତିରକ୍ଷା ଚୁକ୍ତିରେ ଏବେ ‘ମେକ୍ ଇନ୍ ଇଣ୍ଡିଆ’ର ଏକ ପ୍ରମୁଖ ସର୍ତ୍ତ ପାଲଟିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍‌ଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ପ୍ରତିରକ୍ଷା ସାମଗ୍ରୀ ଏବଂ ଉନ୍ନତ ଜ୍ଞାନକୌଶଳର ମିଳିତ ଡିଜାଇନ୍, ବିକାଶ ତଥା ଉତ୍ପାଦନକୁ ପ୍ରୋତ୍ସାହିତ କରିବାକୁ ସହମତି ପ୍ରକାଶ ପାଇଛି। ଭବିଷ୍ୟତର ପ୍ରତିରକ୍ଷା ଚୁକ୍ତିଗୁଡ଼ିକରେ ‘ମେକ୍ … Continue reading ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଶିଳ୍ପ ଗଡିବାକୁ ଓ ‘ମେକ୍ ଇନ୍ ଇଣ୍ଡିଆ’ରେ ସ୍ୱଦେଶୀ କମ୍ପାନୀ ମାନଙ୍କୁ ବଡ଼ ଆହ୍ୱାନ || Big challenges for indigenous companies in the defense sector and ‘Make in India’