ବିଭୂତିଙ୍କ ବୈରାଗ୍ୟ କାହିଁକି? ।। Bibhuti bhusan jena
ରାଜନୀତିରେ ପଦ-ପଦବୀ ଓ କ୍ଷମତା ପାଇଁ ଯେତେବେଳେ ପ୍ରତିଯୋଗିତା ଚରମ ସୀମାରେ, ସେତିକିବେଳେ ଓଡ଼ିଶା ରାଜନୀତିରୁ ଏକ ଭିନ୍ନ ଖବର ସାମ୍ନାକୁ ଆସିଛି। ବହୁ ସଂଘର୍ଷ ପରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ରାଜ୍ୟର ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ହଠାତ୍ ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ନେବା କଥା କହି ସମସ୍ତଙ୍କୁ ଚକିତ କରିଛନ୍ତି। ଯେଉଁ ସମୟରେ ବିଜେପି ରାଜ୍ୟରେ ଏକ ଶକ୍ତିଶାଳୀ ସରକାର ଗଢ଼ିଛି ଏବଂ ବିଭୂତି ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ଉଭା … Continue reading ବିଭୂତିଙ୍କ ବୈରାଗ୍ୟ କାହିଁକି? ।। Bibhuti bhusan jena
Copy and paste this URL into your WordPress site to embed
Copy and paste this code into your site to embed