ଜାନୁଆରୀ ୧୬ ପର୍ଯ୍ୟନ୍ତ ବୃଦ୍ଧି ହେଲା ଭୁବନେଶ୍ୱରର ପାର୍କ ଉତ୍ସବ; ସ୍ଥାନ ଏବଂ ସମୟ ଯାଞ୍ଚ କରନ୍ତୁ

 ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବର ପ୍ରମୁଖ ଆକର୍ଷଣ ପାର୍କ ଉତ୍ସବକୁ ଜାନୁଆରି ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ ଦାବି କ୍ରମେ ସହରର ୫ଟି ପାର୍କରେ ଏହି କାର୍ଯ୍ୟକ୍ରମକୁ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ରବିବାର ପାର୍କ ଉତ୍ସବ ଅଷ୍ଟମ ଦିନରେ ପହଂଚିଥିବା ବେଳେ ଅଭିନେତ୍ରୀ ପ୍ରିୟା ବୁଦ୍ଧ ପାର୍କରେ ନିଜର ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ଆକର୍ଷିତ କରିଛନ୍ତି । ସେ ‘ମୁନ୍ ତୋ ହିରୋ … Continue reading ଜାନୁଆରୀ ୧୬ ପର୍ଯ୍ୟନ୍ତ ବୃଦ୍ଧି ହେଲା ଭୁବନେଶ୍ୱରର ପାର୍କ ଉତ୍ସବ; ସ୍ଥାନ ଏବଂ ସମୟ ଯାଞ୍ଚ କରନ୍ତୁ