ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସେବା ବିବାଦର ସମାଧାନ, ପୁଣି ଆରମ୍ଭ ହେବ ରୀତିନୀତି

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ତିନି ଦିନ ଧରି ପୂଜା ବନ୍ଦ ରହିଥିବା ସେବାୟତଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦର ବୁଧବାର ସମାଧାନ ହୋଇଛି। ଶ୍ରୀମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକ ପରେ ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବୈଠକରେ ସେବାୟତଙ୍କ ମଧ୍ୟରେ ବିବାଦର ସମାଧାନ ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଏ ନେଇ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏଡିଏମଙ୍କ ରିପୋର୍ଟ ଆଧାରରେ ମହାପ୍ରଭୁ ଲିଙ୍ଗରାଜଙ୍କ ସେବାରେ … Continue reading ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସେବା ବିବାଦର ସମାଧାନ, ପୁଣି ଆରମ୍ଭ ହେବ ରୀତିନୀତି