ଭୁବନେଶ୍ୱରରେ ବର୍ଷକୁ ପ୍ରତି ମାସରେ ପଥ ଉତ୍ସବ ଆୟୋଜନ ହେବ: ମନ୍ତ୍ରୀ
ଓଡ଼ିଶା ରାଜଧାନୀ ଜଗମରା ନ୍ୟୁରୋଡରେ ଚଳିତ ଋତୁର ଦ୍ଵିତୀୟ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରମୁଣ୍ଡା ନୀଳକଣ୍ଠେଶ୍ୱର ମନ୍ଦିରଠାରୁ ଜଗମରା ପର୍ଯ୍ୟନ୍ତ ରାସ୍ତାକୁ ସାଂସ୍କୃତିକ ଅଭିବ୍ୟକ୍ତିର ସ୍ଥାନରେ ପରିଣତ କରାଯାଇଥିଲା ଏବଂ ଆଜି ସକାଳ ସାଢ଼େ ୬ଟାରୁ ସଙ୍ଗୀତ ଓ ନୃତ୍ୟ, ଯୋଗ ଓ କାହାଣୀ ଅଧିବେଶନରେ ଭାଗ ନେବା ପାଇଁ ଲୋକମାନେ ଶୀତ ଦିନର ଥଣ୍ଡାକୁ ସହ୍ୟ କରୁଥିବା ଦେଖିବାକୁ ମିଳିଥିଲା। କଣ୍ଠଶିଳ୍ପୀ ଅସୀମା ପଣ୍ଡା, ସତ୍ୟଜିତ ଓ ରାପର ବିଗ୍ ଡିଲ୍ଙ୍କ ମଧୁର ସଙ୍ଗୀତ … Continue reading ଭୁବନେଶ୍ୱରରେ ବର୍ଷକୁ ପ୍ରତି ମାସରେ ପଥ ଉତ୍ସବ ଆୟୋଜନ ହେବ: ମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed