Bhubaneswar Thar tragedy: Two deaths, no arrests so far ।। ଥାର ଗାଡ଼ି ଚକାତଳେ ଚାଲିଗଲା ଦୁଇ ଜୀବନ, ନରହନ୍ତା ଡ୍ରାଇଭରକୁ ଧରିବାରେ ପୋଲିସ ବିଫଳ!

ରାଜଧାନୀ ରାଜରାସ୍ତାରେ ବେପରୁଆ ଗାଡି ଚାଳନ ଅନେକ ନିରୀହ ଜୀବନ ନେଉଛି । ରାକ୍ଷୀ ପୂର୍ଣ୍ଣିମା ଦିନ ଭୁବନେଶ୍ୱରର ପାତ୍ରପଡ଼ା ଅଞ୍ଚଳରେ ମା’- ଝିଅଙ୍କୁ ଏକ ଦ୍ରୁତଗାମୀ ଥର SUV ଧକ୍କା ଦେଇଥିଲା ଏବଂ ଉଭୟ ମା’-ଝିଅଙ୍କ ମୃତ୍ୟୁ ହୋଇଛି । ଝିଅ ପଛେ ପଛେ ଚାଲି ଯାଇଛି ମା’ । କିଲର ଥର ଧକ୍କାରେ ମୃତ୍ୟୁ ସଂଖ୍ୟା ୨କୁ ବଢିଛି ହେଲେ, ଏଯାଏଁ ଧରାପଡନି ନରହନ୍ତା ଡ୍ରାଇଭର । କମିଶନରେଟ୍ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ … Continue reading Bhubaneswar Thar tragedy: Two deaths, no arrests so far ।। ଥାର ଗାଡ଼ି ଚକାତଳେ ଚାଲିଗଲା ଦୁଇ ଜୀବନ, ନରହନ୍ତା ଡ୍ରାଇଭରକୁ ଧରିବାରେ ପୋଲିସ ବିଫଳ!