କ୍ୟାବିନେଟ୍ ମୋହର ଅପେକ୍ଷାରେ ରହିଛି ଭୁବନେଶ୍ୱର ରିଙ୍ଗରୋଡ୍ କାର୍ଯ୍ୟ: କେନ୍ଦ୍ରମନ୍ତ୍ରୀ ଗଡ଼କରୀ

Ring Road: କ୍ୟାବିନେଟ୍ ଅନୁମୋଦନ ପରେ ଭୁବନେଶ୍ୱରର ରିଙ୍ଗରୋଡ୍ ପ୍ରକଳ୍ପ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଘୋଷଣା କରିଛନ୍ତି।  ୭,୦୦୦ କୋଟି ଟଙ୍କାର ଏହି ଯୋଜନାରେ ସହରର ଭିଡ଼ କମାଇବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଏବେ ୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଭିତ୍ତିଭୂମିରେ ଉନ୍ନତି ଆଣିବା ଏହାର ଲକ୍ଷ୍ୟ। ଖୁବ ଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର ରିଙ୍ଗରୋଡ କାର୍ଯ୍ୟ। କ୍ୟାବିନେଟ୍ ଅନୁମୋଦନ ମିଳିବା ପରେ ଭୁବନେଶ୍ୱର ସହରରେ ପ୍ରସ୍ତାବିତ ବାହାର … Continue reading କ୍ୟାବିନେଟ୍ ମୋହର ଅପେକ୍ଷାରେ ରହିଛି ଭୁବନେଶ୍ୱର ରିଙ୍ଗରୋଡ୍ କାର୍ଯ୍ୟ: କେନ୍ଦ୍ରମନ୍ତ୍ରୀ ଗଡ଼କରୀ