ଭୁବନେଶ୍ଵର ରେଳ ଷ୍ଟେସନ ପୁନଃନିର୍ମାଣ: ଉନ୍ନତ ଡ୍ରାଇଭ୍ ୱେ ନିର୍ମାଣକୁ ରାଜ୍ୟ ସରକାର ଅନୁମୋଦନ

Bhubaneswar railway station: ଭାରତୀୟ ରେଳବାଇର ଅମୃତ ଷ୍ଟେସନ ଯୋଜନା ଅଧୀନରେ ଭୁବନେଶ୍ୱର ରେଳ ଷ୍ଟେସନର ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ୱରେ ଏକ ଉନ୍ନତ ଡ୍ରାଇଭୱେକୁ ଓଡ଼ିଶା ସରକାର ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପରେ ଲିଫ୍ଟ, ଏସ୍କେଲେଟର ଏବଂ ପାର୍କିଂ ଭଳି ନୂତନ ସୁବିଧା ଅନ୍ତର୍ଭୁକ୍ତ। ଭୁବନେଶ୍ୱର ରେଳ ଷ୍ଟେସନର ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ୱରେ ଚାଲିଥିବା ଷ୍ଟେସନ ପୁନର୍ବିକାଶ ପ୍ରକଳ୍ପର ଏକ ଅଂଶ ଭାବରେ ଏକ ଉନ୍ନତ ଆପ୍ରୋଚ ଆଣ୍ଡ ଏକ୍‍ଜିଟ ରୋଡ୍ ନିର୍ମାଣ ପାଇଁ ରାଜ୍ୟ ସରକାର ଅନୁମତି ଦେଇଥିବା … Continue reading ଭୁବନେଶ୍ଵର ରେଳ ଷ୍ଟେସନ ପୁନଃନିର୍ମାଣ: ଉନ୍ନତ ଡ୍ରାଇଭ୍ ୱେ ନିର୍ମାଣକୁ ରାଜ୍ୟ ସରକାର ଅନୁମୋଦନ