ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ହାଇ ଆଲର୍ଟ ଜାରି
Bhubaneswar: ନିକଟରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭୁବନେଶ୍ୱର ରେଳ ଷ୍ଟେସନ ସମେତ ଦେଶର ବିଭିନ୍ନ ରେଳ ଷ୍ଟେସନକୁ ହାଇ ଆଲର୍ଟରେ ରଖାଯାଇଛି । ଯାତ୍ରୀ ଓ ରେଳ କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କର୍ତ୍ତୃପକ୍ଷ ସୁରକ୍ଷା ବ୍ୟବସ୍ଥାକୁ ଯଥେଷ୍ଟ କଡ଼ାକଡ଼ି କରିଛନ୍ତି। ବିଶେଷକରି ରେଳ ସୁରକ୍ଷା ବାହିନୀ (ଆରପିଏଫ) ପକ୍ଷରୁ ସୋମବାର ଭୁବନେଶ୍ୱର ରେଳ ଷ୍ଟେସନ ପରିସରରେ କଡ଼ା ଚେକିଂ କରାଯାଇଥିଲା। ଆରପିଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପ୍ଲାଟଫର୍ମରେ କୌଣସି … Continue reading ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ହାଇ ଆଲର୍ଟ ଜାରି
Copy and paste this URL into your WordPress site to embed
Copy and paste this code into your site to embed