Bhubaneswar hit-and-run case: Thar owner nabbed from Puri after 45 days ।। ପାତ୍ରପଡ଼ା ହିଟ୍‍ ଆଣ୍ଡ ରନ୍‍ ମାମଲା: ଦେଢ଼ ମାସ ପରେ ଧରାପଡ଼ିଲା ଥାର ଡ୍ରାଇଭର

ରାକ୍ଷୀ ପୂର୍ଣ୍ଣିମାରେ ଭୁବନେଶ୍ୱରର ପାତ୍ରପଡ଼ାରେ ଘଟିଥିବା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ସମ୍ପୃକ୍ତ ଥିବା ଥାର୍‌ ଡ୍ରାଇଭରଙ୍କୁ ପୋଲିସ ଆଜି ଗିରଫ କରିଛି। ଘଟଣାର ଦେଢମାସ ପରେ ପୁରୀରୁ ଡ୍ରାଇଭର ସୋମନାଥ ବେହେରାଙ୍କୁ ଗିରଫ କରିଛି ପୋଲିସ । ଅଗଷ୍ଟ ୯ ତାରିଖରେ ଘଟିଥିବା ଏହି ଘଟଣା ଗୋଟିଏ ଥାର ଏବଂ ଏକ ସ୍କୋର୍ପିଓ ମଧ୍ୟରେ ବେପରୁଆ ରେସ୍ ଯୋଗୁଁ ଘଟିଥିଲା । ଯାହାକି ସେତେବେଳେ ସମଗ୍ର ରାଜ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା। ଗାଡ଼ି ଧକ୍କାରେ ମା’ … Continue reading Bhubaneswar hit-and-run case: Thar owner nabbed from Puri after 45 days ।। ପାତ୍ରପଡ଼ା ହିଟ୍‍ ଆଣ୍ଡ ରନ୍‍ ମାମଲା: ଦେଢ଼ ମାସ ପରେ ଧରାପଡ଼ିଲା ଥାର ଡ୍ରାଇଭର