Bhubaneswar, Asika and Chikiti will be awarded for cleanliness ।। ସ୍ଵଚ୍ଛତା ପାଇଁ ପୁରସ୍କୃତ ହେବେ ଭୁବନେଶ୍ୱର, ଆସିକା ଓ ଚିକିଟି

ସ୍ଵଚ୍ଛତା ପାଇଁ ରାଜ୍ୟର ୩ଟି ସହରକୁ ପୁରସ୍କାର ପ୍ରଦାନ କରାଯିବ। ଏହି ସହର ଗୁଡ଼ିକ ମଧ୍ୟରେ ରହିଛି ରାଜ୍ୟ ରାଜଧାନୀ ଭୁବନେଶ୍ୱର, ଆସିକା ଏବଂ ଚିକିଟି। ସ୍ଵଚ୍ଛ ସର୍ବେକ୍ଷଣ ରାଙ୍କିଙ୍ଗରେ ପୁଣି ରାଜ୍ୟରେ ଭୁବନେଶ୍ବର ମହାନଗର ନିଗମ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛି। ଭୁବନେଶ୍ବରକୁ ମନ୍ତ୍ର।ଳୟ ପୁରସ୍କାର(ରାଜ୍ୟ ସ୍ତରୀୟ) ବିଭାଗରେ ଚୟନ କରାଯାଇଛି। କେନ୍ଦ୍ର ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ। ଅସନ୍ତା ୧୭ ତାରିଖରେ ପୁରସ୍କାର … Continue reading Bhubaneswar, Asika and Chikiti will be awarded for cleanliness ।। ସ୍ଵଚ୍ଛତା ପାଇଁ ପୁରସ୍କୃତ ହେବେ ଭୁବନେଶ୍ୱର, ଆସିକା ଓ ଚିକିଟି