ଭୁବନେଶ୍ୱର ବିମାନବନ୍ଦରର ବଦଳିବ ରୂପ; ୧୨୦୦ କୋଟି ଟଙ୍କାର ନୂତନ ବିଶ୍ୱସ୍ତରୀୟ ଟର୍ମିନାଲ୍ ନିର୍ମାଣ ପାଇଁ ମଞ୍ଜୁରୀ ଲୋଡ଼ିଲା AAI || Bhubaneswar airport to get a makeover; AAI seeks approval for Rs 1200 crore new world-class terminal

ରାଜଧାନୀ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ର କାୟାକଳ୍ପ ତଥା ଯାତ୍ରୀ ପରିଚାଳନା କ୍ଷମତାକୁ ବହୁଗୁଣ ବୃଦ୍ଧି କରିବା ପାଇଁ ଏକ ବିଶାଳ ଯୋଜନା ପ୍ରସ୍ତୁତ ହୋଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଭୁବନେଶ୍ୱର ବିମାନବନ୍ଦରରେ ଏକ ଅତ୍ୟାଧୁନିକ ନୂତନ ଟର୍ମିନାଲ୍ ବିଲ୍ଡିଂ ନିର୍ମାଣ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (MoCA) ନିକଟରେ ୧,୨୦୦ କୋଟି ଟଙ୍କା ର ବୃହତ୍ ପ୍ରକଳ୍ପ ପ୍ରସ୍ତାବ ଦାଖଲ କରି ମଞ୍ଜୁରୀ ଲୋଡ଼ିଛି। କେନ୍ଦ୍ର ସରକାରଙ୍କ ଆନୁଷ୍ଠାନିକ ମୋହର … Continue reading ଭୁବନେଶ୍ୱର ବିମାନବନ୍ଦରର ବଦଳିବ ରୂପ; ୧୨୦୦ କୋଟି ଟଙ୍କାର ନୂତନ ବିଶ୍ୱସ୍ତରୀୟ ଟର୍ମିନାଲ୍ ନିର୍ମାଣ ପାଇଁ ମଞ୍ଜୁରୀ ଲୋଡ଼ିଲା AAI || Bhubaneswar airport to get a makeover; AAI seeks approval for Rs 1200 crore new world-class terminal