ଆରମ୍ଭ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଭୂତ ବଙ୍ଗଲା’ର ସୁଟିଂ

Bhoot Bangla: ‘ଭୁଲ ଭୁଲୈୟା’ ଭଳି ସୁପରହିଟ୍ ସିନେମା କରିବା ପରେ ଅକ୍ଷୟ କୁମାର ପୁଣି ଥରେ ପ୍ରିୟଦର୍ଶନଙ୍କ ସହ ‘ଭୂତ ବଙ୍ଗଳା’ ଭଳି ଏକ ନୂଆ ହରର କମେଡ଼ିରେ ନରଜ ଆସିବେ । ନିର୍ମାତା ମାନେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ପାଇଁ ନିର୍ମାତା ତବୁଙ୍କୁ କାଷ୍ଟ କରିଛନ୍ତି । ରବିବାର ଦିନ ତବୁ ଫିଲ୍ମର ସୁଟିଂ କୁ ନେଇ ଏକ ବଡ ଅପଡେଟ ସେୟାର … Continue reading ଆରମ୍ଭ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଭୂତ ବଙ୍ଗଲା’ର ସୁଟିଂ