ଆମେରିକୀୟ ନାଗରିକତା ପାଇଥିବା ପ୍ରଥମ ଭାରତୀୟ କିଏ?

Bhicaji Balsara: ଦୀର୍ଘ ଆଇନଗତ ଲଢ଼େଇ ପରେ ୧୯୧୦ ମସିହାରେ ଭିକାଜୀ ବାଲସରା ପ୍ରଥମ ଭାରତୀୟଭାବେ ଆମେରିକୀୟ ନାଗରିକତା ହାସଲ କରିଥିଲେ। ଜାନୁଆରୀ ୨୦ରେ ଆମେରିକା ରାଷ୍ଟ୍ରପତିଭାବେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ଜନ୍ମଗତ ନାଗରିକତା ଉଚ୍ଛେଦ ପାଇଁ ଏକ କାର୍ଯ୍ୟନିର୍ବାହୀ ଆଦେଶରେ ସ୍ୱାକ୍ଷର କରିଛନ୍ତି। ଏହି ଆଦେଶ ସୁନିଶ୍ଚିତ କରିଥାନ୍ତା ଯେ ବିଦେଶୀ ପାସପୋର୍ଟ ଧାରୀଙ୍କ ପିଲାମାନେ ଆଉ ଆମେରିକାର ନାଗରିକ ଭାବରେ ବିବେଚିତ ହେବେ ନାହିଁ। ସୌଭାଗ୍ୟବଶତଃ ଆମେରିକା କୋର୍ଟ ଟ୍ରମ୍ପଙ୍କ … Continue reading ଆମେରିକୀୟ ନାଗରିକତା ପାଇଥିବା ପ୍ରଥମ ଭାରତୀୟ କିଏ?