ବିଜେଡି ସଭାପତି ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବାବେଳେ ଓଡ଼ିଶାର ଦଳୀୟ ରାଜନୀତିରେ ବଡ଼ଧରଣର ହଲ୍ଚଲ୍ ଦେଖିବାକୁ ମିଳିଛି। ଦକ୍ଷିଣ ଓଡ଼ିଶାରେ ଦଳକୁ ବଡ଼ ଝଟ୍କା ଲାଗିଛି। ପ୍ରଭାବଶାଳୀ ନେତା ତଥା ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ସମେତ ବହୁ ଆଗଧାଡ଼ିର ନେତା ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦୀର୍ଘଦିନ ଧରି ସେମାନେ ଦଳରେ ଅସନ୍ତୁଷ୍ଟ ଥିବାବେଳେ ରାୟଗଡ଼ା ଜିଲା ସଭାପତି ନିଯୁକ୍ତି ପରେ ଏହା ବିସ୍ଫୋରକ ରୂପ ନେଇଥିଲା। … Continue reading Bhaskar Rao opens the Road : There will be more in the future।। ବାଟ ଫିଟାଇଲେ ଭାସ୍କର ରାଓ : ଆଗକୁ ଅହୁରି ଅଧିକ କିଛି ଘଟିବ
Copy and paste this URL into your WordPress site to embed
Copy and paste this code into your site to embed