Bhaskar Parichha- the first communal conflict in Odisha politics ।। ଓଡ଼ିଶା ରାଜନୀତିରେ ପ୍ରଥମ ଗୋଷ୍ଠୀବିବାଦ -ଭାସ୍କର ପରିଚ୍ଛା

୧୯୪୬ ମସିହା ଏପ୍ରିଲ ୨୩ ତାରିଖରେ ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କଲେ । ତା ସହିତ ଗୋଟିଏ ମନ୍ତ୍ରୀମଣ୍ଡଳ ବି ସେ ଗଠନ କରିଥିଲେ। ୧୯୫୦ ମସିହା ଜାନୁଆରୀ ମାସ ୨୬ ତାରିଖ ଯାଏଁ ପ୍ରଧାନମନ୍ତ୍ରୀ ପଦରେ ସେ ରହିଥିଲେ । ତା ପରଠାରୁ ମୁଖ୍ୟମନ୍ତ୍ରୀ ବୋଲାଇଲେ। ବ୍ରିଟିଶ ଅଧୀନରେ ଥିବା ପ୍ରଦେଶଗୁଡ଼ିକୁ ଗଭର୍ଣ୍ଣମେଣ୍ଟ ଅଫ ଇଣ୍ଡିଆ ଆକ୍ଟ ୧୯୩୫ ବା ଭାରତ ସରକାର ଆଇନ ସୀମିତ ସ୍ୱାୟତ୍ତତା ପ୍ରଦାନ କରିଥିଲା। … Continue reading Bhaskar Parichha- the first communal conflict in Odisha politics ।। ଓଡ଼ିଶା ରାଜନୀତିରେ ପ୍ରଥମ ଗୋଷ୍ଠୀବିବାଦ -ଭାସ୍କର ପରିଚ୍ଛା