Bhartruhari poses a dilemma for the BJD II ବିଜେଡିକୁ ଅଡୁଆ ଭର୍ତ୍ତୃହରି

ଓଡ଼ିଶା ରାଜନୀତିରେ ଆଜିକାଲି କଥା କଥାକେ ତୁହାକୁ ତୁହା ଝଡ଼ ଉଠୁଛି । ଗତକାଲି ଅର୍ଥାତ ସୋମବାର ଦିନ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଗଲା ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର। ରାଜ୍ୟକୁ ଆସିଥିଲେ ଭାରତର ଉପରାଷ୍ଟ୍ରପତି ସିପି. ରାଧାକ୍ରିଷ୍ଣନ। ସେ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଲେ, ରାଜନୈତିକ ମତଭେଦ ଭୁଲି ଗୃହ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଦେଲେ। ଏତେ ବଡ଼ କାର୍ଯ୍ୟକ୍ରମକୁ ବର୍ଜନ କଲେ ମୁଖ୍ୟ ବିରୋଧୀ ଦଳ ବିଜେଡି ଏବଂ … Continue reading Bhartruhari poses a dilemma for the BJD II ବିଜେଡିକୁ ଅଡୁଆ ଭର୍ତ୍ତୃହରି