ମନମୋହନଙ୍କୁ ଭାରତ ରତ୍ନ ଦାବି ଜୋର୍ ଧରିଲା
Manmohan Singh: ମନମୋହନ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୨୦୧୩ରେ କରିଥିବା ସୁପାରିସ ଉପରେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କୌଣସି ପ୍ରତିକ୍ରିୟା ଦେଇନଥିଲେ ବୋଲି ବିଜେପି ଅଭିଯୋଗ କରିଛି। ନିକଟରେ ତେଲେଙ୍ଗାନା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଛି। ଏଥିରେ ପ୍ରସ୍ତାବ ଦିଆଯାଇଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ। କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। ଦିନକୁ ଦିନ ଏହି … Continue reading ମନମୋହନଙ୍କୁ ଭାରତ ରତ୍ନ ଦାବି ଜୋର୍ ଧରିଲା
Copy and paste this URL into your WordPress site to embed
Copy and paste this code into your site to embed