ହଟହଟା ହେଲା ବର, ରାସ୍ତାରେ ବସିଲେ ବରଯାତ୍ରୀ ।। Bharat bandh
ଭାରତ ବନ୍ଦରେ ଓଡ଼ିଶାର ଏକାଧିକ ସହରରେ ଭିଡ଼ ଓ ଅସୁବିଧା ଦୃଶ୍ୟ ଦେଖାଗଲା । ବନ୍ଦ ପ୍ରଭାବରେ ଭୁବନେଶ୍ୱର ଓ ଭଦ୍ରକରେ ସରକାରୀ ଅଫିସ, ବଜାର, ସ୍କୁଲ କଲେଜ ସମସ୍ତ ଅବରୋଧ ରହିଥିଲା । ବନ୍ଦରେ ଟ୍ରେଡ଼ ୟୁନିୟନ ଓ କର୍ମଚାରୀ ମିଳିତ ଭାବରେ ନାଗରିକଙ୍କର ଅସୁବିଧା ତିବ୍ର କରିଥିଲେ । ଭୁବନେଶ୍ୱରରେ ବିବାହ ମଣ୍ଡପକୁ ଯିବା ପୂର୍ବରୁ ଜୟଦେବ ବିହାର ଅଞ୍ଚଳରେ ବର ଗାଡି ହଟହଟା ହେବାର ଦୃଶ୍ୟ ଦେଖାଗଲା । ସୋରରୁ ଆସିଥିବା ବର … Continue reading ହଟହଟା ହେଲା ବର, ରାସ୍ତାରେ ବସିଲେ ବରଯାତ୍ରୀ ।। Bharat bandh
Copy and paste this URL into your WordPress site to embed
Copy and paste this code into your site to embed