ଆସନ୍ତାକାଲି ‘ଭାରତ ବନ୍ଦ’, କେତେଟା ରୁ କେତେଟା ସମୟ ଦେଖିକି ବାହାରନ୍ତୁ ? ।। ‘Bharat Bandh’ tomorrow

ଆସନ୍ତା ୧୨ ଫେବୃଆରୀରେ ଦେଶବ୍ୟାପୀ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ବିଭିନ୍ନ କୃଷକ ସଂଗଠନମାନେ ଏହି ବନ୍ଦକୁ ସମର୍ଥନ କରି ବଡ଼ ପ୍ରସ୍ତୁତି ନେଇଛନ୍ତି । ଆୟୋଜକମାନଙ୍କ ଦାବି ଅନୁସାରେ, ପ୍ରାୟ ୩୦ କୋଟିରୁ ଅଧିକ ଶ୍ରମିକ ଓ କୃଷକ ଏହି ଆନ୍ଦୋଳନରେ ସାମିଲ ହେବେ । ବିକ୍ଷୋଭ ଦିନରେ ଦେଶର ଅନେକ ସେବା ଓ ଦୈନିକ ଜୀବନ ଗତିରେ ପ୍ରଭାବ ପଡ଼ିପାରେ। INTUC, AITUC, HMS, CITU ସହିତ … Continue reading ଆସନ୍ତାକାଲି ‘ଭାରତ ବନ୍ଦ’, କେତେଟା ରୁ କେତେଟା ସମୟ ଦେଖିକି ବାହାରନ୍ତୁ ? ।। ‘Bharat Bandh’ tomorrow