Bhakta will fall into his own pit II ନିଜ ଗାତରେ ନିଜେ ପଡ଼ିବେ ଭକ୍ତ !

ପିସିସି ସଭାପତି ଭକ୍ତ ଦାସ ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ତତ୍ପର ହୋଇ ଉଠିଛନ୍ତି। ଉଦ୍ଦେଶ୍ୟ ହେଉଛି ରାଜ୍ୟର ପ୍ରମୁଖ ବିରୋଧି ଦଳ ବିଜେଡି ଓ ଏହାର ନେତା ନବୀନ ପଟ୍ଟନାୟକଙ୍କୁ ଅସୁବିଧାରେ ପକାଇବା। କଂଗ୍ରେସ ପକ୍ଷରୁ ଆଗତ ହେବାକୁ ଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ ଘୋଷଣା କରିବାକୁ ଭକ୍ତ ଦାସ ବିଜେଡିକୁ ଆହ୍ୱାନ ଦେଇଥିଲେ। ଏଭଳି ପ୍ରସ୍ତାବରେ ବିଜେଡି ଅସୁବିଧାରେ ପଡ଼ିବା ପରିବର୍ତ୍ତେ କଂଗ୍ରେସ ଏକ ପ୍ରକାର ହରଡ଼ ଘଣାରେ ପଡ଼ିଯାଇଛି। ଲୋକସଭାରେ … Continue reading Bhakta will fall into his own pit II ନିଜ ଗାତରେ ନିଜେ ପଡ଼ିବେ ଭକ୍ତ !