bhakta das ।। ଏବେ ଆରମ୍ଭ ହେବ “ଭକ୍ତ ହଟାଅ ଅଭିଯାନ”

ନୂଆପଡ଼ା ଉପନିର୍ବାଚନର ଫଳାଫଳ ଆସିଗଲା। ଫଳାଫଳ ମାତ୍ର ଘାସିରାମ ମାଝୀଙ୍କ ଭବିଷ୍ୟତ ନୁହେଁ, ସମଗ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ନେତୃତ୍ୱ ଉପରେ ପୁନର୍ବିଚାର କରିବାକୁ ବାଧ୍ୟ କରିଛି। ଘାସିରାମ ମାଝୀଙ୍କ ହାର ଏବେ କେବଳ ନୂଆପଡ଼ା ନୁହେଁ- ସମଗ୍ର ଓଡ଼ିଶାରେ ଭକ୍ତ ଦାସଙ୍କ ନେତୃତ୍ୱ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ନିର୍ବାଚନ ଫଳାଫଳ: ତୃତୀୟ ସ୍ଥାନରେ କଂଗ୍ରେସ ନୂଆପଡ଼ାରେ ଏଥର ଭୋଟ ଗଣନା ଫଳ ଆସିବା ସହିତ ଯେପରି ଚିତ୍ର ଦେଖାଗଲା, ତାହା କଂଗ୍ରେସ … Continue reading bhakta das ।। ଏବେ ଆରମ୍ଭ ହେବ “ଭକ୍ତ ହଟାଅ ଅଭିଯାନ”