Bhakta Das will cry again || ପୁଣି କାନ୍ଦିବୁରେ ଭକ୍ତ ଦାସ
ନୂଆପଡ଼ା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବା ସହିତ ଓଡ଼ିଶା କଂଗ୍ରେସର ଶାନ୍ତ ପରିବେଶ ପୁଣିଥରେ ଅଶାନ୍ତ ହେବା ଆରମ୍ଭ କରିଛି। ଗତ କେତେକ ସପ୍ତାହ ଧରି ପିସିସି ସଭାପତି ଭକ୍ତ ଦାସଙ୍କ ବିରୋଧରେ ଯେଉଁ ଅସନ୍ତୋଷ ଭିତରେ ଭିତରେ ଚାଲିଥିଲା, ଉପନିର୍ବାଚନ ଶେଷ ହେବାମାତ୍ରେ ସେଇ ଅସନ୍ତୋଷ ପୁଣି ମୁଣ୍ଡ ଟେକୁଛି। ଦଳର ଭିତରେ ଲୋକମାନେ କହୁଛନ୍ତି- “ଏବେ ପୁଣି କାନ୍ଦିବୁରେ ଭକ୍ତ ଦାସ…” ଭକ୍ତ ଦାସଙ୍କୁ କେନ୍ଦ୍ର କରି ପୁଣି ଚର୍ଚ୍ଚା, ପୁଣି ବିରୋଧ, ପୁଣି … Continue reading Bhakta Das will cry again || ପୁଣି କାନ୍ଦିବୁରେ ଭକ୍ତ ଦାସ
Copy and paste this URL into your WordPress site to embed
Copy and paste this code into your site to embed