Bhakta Charan Das dealt a blow by AICC ।। ରାହୁଲଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଭକ୍ତଙ୍କୁ ଶକ୍ତ ଝଟକା

ଆସନ୍ତା ଜୁଲାଇ୧୧ରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମାଲିକାର୍ଜୁନ ଖଡ଼ଗେ ଏବଂ ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି। ଆଉ ଏହି ଦୁଇ ନେତାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ ଲାଗିଛି ବଡ଼ ଝଟକା ଲାଗିଛି। ଅଖିଳ ଭାରତ କଂଗ୍ରେସ କମିଟି (AICC) ରାଜ୍ୟର ସମସ୍ତ ସାଂଗଠନିକ ଜିଲ୍ଲାରେ ଅନ୍ତରୀଣ ସଭାପତିଙ୍କ ନିଯୁକ୍ତିକୁ ବାତିଲ କରିଛି। ଜାତୀୟ ନେତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏବଂ କେନ୍ଦ୍ରୀୟ ନେତୃତ୍ୱ … Continue reading Bhakta Charan Das dealt a blow by AICC ।। ରାହୁଲଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଭକ୍ତଙ୍କୁ ଶକ୍ତ ଝଟକା