Bhagwat clarifies his 75 age statement II ଭାଗବତ ହଟାଇଲେ ୭୫ କଣ୍ଟା

ପ୍ରଧାନମନ୍ତ୍ରୀଙ୍କ ରାସ୍ତାରେ ବୟସ ଆଉ କଣ୍ଟା ହେବ ନାହିଁ। ଆଗାମୀ ୧୭ ତାରିଖ ପରେ ତାଙ୍କ ଉପରକୁ କେହି ବୟସକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିବେ ନାହିଁ। ଏ ବାଟରେ ଥିବା ସମସ୍ତ କଣ୍ଟା କାଢ଼ିଛନ୍ତି ସଂଘ ପ୍ରମୁଖ ମୋହନ ଭାଗବତ। ବାସ୍ତବରେ ଏହି ବୟସ ପ୍ରତିବନ୍ଧକକୁ ନେଇ ତାଙ୍କୁ ହିଁ ପ୍ରତିବନ୍ଧକ ଭାବେ ଗ୍ରହଣ କରାଯାଉଥିଲା। ମୋଦୀ ସେପ୍ଟେମ୍ବର ୧୭ ପରେ ଆଉ ପଦବୀ ଗ୍ରହଣ ନ କରିପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ … Continue reading Bhagwat clarifies his 75 age statement II ଭାଗବତ ହଟାଇଲେ ୭୫ କଣ୍ଟା