ସାଇବର ଠକେଇ ; ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ହରାଇଲେ ୧୪ ଲକ୍ଷ ଟଙ୍କା

Digital Arrest: ଜଣେ ଅଜଣା କଲର ନିଜକୁ ଇଡି ଅଫିସର ବୋଲି ପରିଚୟ ଦେଇ ତାଙ୍କୁ ୪ ଦିନ ପାଇଁ ଡିଜିଟାଲ ଗିରଫ କରିଥିଲା  ‘ଡିଜିଟାଲ ଗିରଫ’ କୌଶଳ ବ୍ୟବହାର କରି ସାଇବର ଅପରାଧୀମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀ ପରିଚୟ ଦେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ୧୪ ଲକ୍ଷ ଟଙ୍କା ଠକି ନେଇଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ବ୍ରହ୍ମପୁର ସାଇବର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ … Continue reading ସାଇବର ଠକେଇ ; ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ହରାଇଲେ ୧୪ ଲକ୍ଷ ଟଙ୍କା