ଭାରତୀୟ ରାଜନୀତିର ‘ପ୍ରୟୋଗଶାଳା’ କୁହାଯାଉଥିବା ପଶ୍ଚିମବଙ୍ଗ ଏବେ ଏକ ଅଭୂତପୂର୍ବ ରାଜନୈତିକ ସନ୍ଧିକ୍ଷଣରେ। ପ୍ରାୟ ଦେଢ଼ ଦଶନ୍ଧି ଧରି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ର ବିଜୟ ରଥ ଯେଉଁ ସବୁଠାରୁ ବଡ଼ ଇନ୍ଧନ ଉପରେ ଚାଲୁଥିଲା, ତାହା ଥିଲା ରାଜ୍ୟର ‘ଅଳ୍ପସଂଖ୍ୟକ ଭୋଟ୍ ବ୍ୟାଙ୍କ’। କିନ୍ତୁ ଆସନ୍ତା ନିର୍ବାଚନ ପୂର୍ବରୁ ବେଙ୍ଗଲ୍ ଗଙ୍ଗାରେ ଅନେକ ପାଣି ବୋହିଯାଇଛି। ଏବେ ପ୍ରଶ୍ନ ଉଠୁଛି, ଯେଉଁ ମୁସଲିମ୍ ଭୋଟର୍ମାନେ ଟିଏମସିକୁ ଏକତରଫା ସମର୍ଥନ ଦେଇ ବିଜେପି ପାଇଁ … Continue reading ବେଙ୍ଗଲ୍ର ବାଜି: ମୁସଲିମ୍ ଭୋଟ୍ର ବିଭାଜନ ଓ ମମତାଙ୍କ ଦୁର୍ଗରେ ଫାଟ! || Bengal’s Bet: Split of Muslim Votes and Crack in Mamata’s Fortress!
Copy and paste this URL into your WordPress site to embed
Copy and paste this code into your site to embed