ବଙ୍ଗଳା ବିଜୟ ଓ ବିଦେଶୀ ମିଡିଆ || Bengali Vijay and foreign media

ପଶ୍ଚିମବଙ୍ଗ ରାଜନୀତିରେ ଏକ ବିରାଟ ବିସ୍ଫୋରଣ ଘଟିଛି। ଯାହା କେହି କଳ୍ପନା କରିନଥିଲେ, ତାହା ହିଁ ସତ ହୋଇଛି । ବଙ୍ଗଳା ଗଡ଼ରେ ମମତା ବାନାର୍ଜୀଙ୍କ ସାମ୍ରାଜ୍ୟ ଧୂଳିସାତ ହୋଇଯାଇଛି ଏବଂ ବିଜେପି ଏକ ଐତିହାସିକ ବହୁ ପ୍ରତିକ୍ଷୀତ ‘ଗୈରିକ କ୍ରାନ୍ତି’ କରି ଦେଖାଇଛି। ଏହି ବିଜୟ କେବଳ ଭାରତରେ ନୁହେଁ, ବରଂ ସାରାବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି । ଆମେରିକାର ‘ନ୍ୟୁୟର୍କ ଟାଇମ୍ସ’ ଠାରୁ ଆରମ୍ଭ କରି ପାକିସ୍ତାନର ‘ଡନ୍’ ଖବରକାଗଜ ପର୍ଯ୍ୟନ୍ତ… ସବୁଠି କେବଳ … Continue reading ବଙ୍ଗଳା ବିଜୟ ଓ ବିଦେଶୀ ମିଡିଆ || Bengali Vijay and foreign media