ଜାଣନ୍ତୁ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନକୁ ନେଇ କ’ଣ କହୁଛି ଶାସ୍ତ୍ର…

 Surya dev: ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନକୁ ଶାସ୍ତ୍ରରେ ଏକ ବିଶେଷ ସ୍ଥାନ ଦିଆଯାଇଛି। ଶାସ୍ତ୍ର ଅନୁସାରେ, ତାରା ଲୁଚି ନଥିବାବେଳେ ଯେଉଁ ସ୍ନାନ କରାଯାଏ ତାହା ଶରୀର ଓ ମନ ପାଇଁ ବହୁତ ଭଲ ଫଳପ୍ରଦ ହୋଇଥାଏ । ତାରା ବୁଡ଼ିଯିବା ପରେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ଯେଉଁ ସ୍ନାନ କରାଯାଏ ତାହା ହେଉଛି ମଧ୍ୟମ ସ୍ନାନ ।ସୂର୍ଯ୍ୟୋଦୟ ହେବା ପରେ ଦିନରେ ଯେଉଁ ସ୍ନାନ କରାଯାଏ ତାହାକୁ ଅଧମ ସ୍ନାନ କୁହାଯାଏ । ସୂର୍ଯ୍ୟୋଦୟ ପୂର୍ବରୁ … Continue reading ଜାଣନ୍ତୁ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନକୁ ନେଇ କ’ଣ କହୁଛି ଶାସ୍ତ୍ର…